ଇଟିଭି ଭାରତରେ ତିବ୍ଦତ ରାଷ୍ଟ୍ରପତି, ଭାରତ-ଚୀନ ପ୍ରସଙ୍ଗରେ ରଖିଲେ ମତ...ଦେଖନ୍ତୁ

By

Published : Jun 19, 2020, 6:02 PM IST

thumbnail
ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଯଥେଷ୍ଟ ବୃଦ୍ଧି ପାଇଛି | ଏହା ଉପରେ ତିବ୍ଦତର ରାଷ୍ଟ୍ରପତି ଲବସଙ୍ଗ ସାଙ୍ଗେଇ କହିଛନ୍ତି ଯେ ଚୀନ୍ ଭାରତର ସାର୍ବଭୌମତ୍ବକୁ ସମ୍ମାନ ଦେବା ଉଚିତ ଏବଂ ଏପରି ସ୍ଥିତିରେ ସମଗ୍ର ବିଶ୍ବ ଭାରତ ସହ ଛିଡା ହେବା ଉଚିତ୍। ଇଟିଭି ଭାରତର ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏହି ପ୍ରସଙ୍ଗ ଉତଥାପନ କରିଛନ୍ତି ତିବ୍ଦତ ରାଷ୍ଟ୍ରପତି ଲବସଙ୍ଗ ସାଙ୍ଗେଇ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.