ଫିଲ୍ମ ଷ୍ଟାଇଲରେ 10 ଫୁଟ ଦୂର ପର୍ଯ୍ୟନ୍ତ ଓଲଟିଲା କାର, ଦେଖନ୍ତୁ ଭିଡିଓ - Car jumped up to 10 feet from truck

🎬 Watch Now: Feature Video

thumbnail

By

Published : Jan 12, 2021, 6:16 PM IST

ରାୟପୁର: କାରକୁ ଧକ୍କା ଦେଲେ ଟ୍ରକ । ପୁରା ଫିଲ୍ମ ଷ୍ଟାଇଲରେ ମଝି ରାସ୍ତାର 10 ଫୁଟ ଦୂର ପର୍ଯ୍ୟନ୍ତ ଓଲଟିଲା କାର । କାରରେ ଥିବା 4 ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ବିଳାସପୁର ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଛତିଶଗଡ ବାଲୋଦାବଜାର ଜିଲ୍ଲାର ପଲାରି ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଯାହାର ଲାଇଭ ଭିଡିଓ ସିସିଟିଭିରେ କଏଦ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.