ଲଗାଣ ବର୍ଷାରେ ଭୁଶୁଡିଲା ୪ ମହଲା କୋଠା, ଦେଖନ୍ତୁ ଭିଡିଓ

By

Published : Jul 9, 2022, 9:22 PM IST

thumbnail
ଶିମଲା: ହିମାଚଳରେ ମୌସୁମୀ ଆଗମନ ସହ କ୍ଷୟକ୍ଷତି ମଧ୍ୟ ଆରମ୍ଭ ହୋଇଯାଇଛି । ଦିନରାତି ବର୍ଷା ହେବା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି । ଏହାରି ଭିତରେ ଲଗାଣ ବର୍ଷା ପରେ ଭୂସ୍ଖଳନ ଯୋଗୁଁ ଏଠାରେ ଗୋଟିଏ ଚାରି ମହଲା କୋଠା ଭୁଶୁଡି ଯାଇଛି । ଏହି କୋଠାରେ ଗୋଟିଏ ଢାବା ସହ ଦୋକାନ ଏବଂ ବ୍ୟାଙ୍କ ଥିଲା । ଲଗାଣ ବର୍ଷାରେ ମାଟି ଧସିବା ପରେ କୋଠାଟି ଭୁଶୁଡି ଯାଇଥିବା କୁହାଯାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.