Brajarajnagar Bypoll: କଡା ସୁରକ୍ଷାରେ ଭୋଟ ଗଣତି ଆରମ୍ଭ

By

Published : Jun 3, 2022, 8:14 AM IST

thumbnail
ଝାରସୁଗୁଡା: ବ୍ରଜରାଜନଗରରେ ବିଧାନସଭା ଉପନିର୍ବାଚନ ପାଇଁ ଭୋଟଗଣତି ଆରମ୍ଭ ହୋଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଚାଲିଛି ଭୋଟଗଣତି । ୨୭୯ ଟି ବୁଥ ଥିବାରୁ ୨୦ ରାଉଣ୍ଡ କାଉଣ୍ଟ ହେବ । ପ୍ରଥମେ ୩୦ ମିନିଟ୍‌ ପୋଷ୍ଟାଲ ବାଲଟ ଓ ପରେ ଇଭିଏମରେ ଭୋଟ ଗଣତି କରାଯିବ । ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ଝାରସୁଗୁଡା ପ୍ରତିନିଧି ଗୁରୁଚରଣ ବାଘ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.