ମାଟ୍ରିକ ମୂଲ୍ୟାୟନ ପାଇଁ ପ୍ରସ୍ତୁତ ବୋର୍ଡ଼, ଫୋକସରେ ନିର୍ଭୁଲ ମୂଲ୍ୟାଙ୍କନ - ମାଟ୍ରିକ ପରୀକ୍ଷା 2022

🎬 Watch Now: Feature Video

thumbnail

By

Published : May 13, 2022, 2:02 PM IST

କଟକ: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଶେଷ ହୋଇଛି । ଆସନ୍ତା 21 ତାରିଖରୁ ଆରମ୍ଭ ହେବ ମୂଲ୍ୟାୟନ ପ୍ରକ୍ରିୟା । ରାଜ୍ୟର ମୋଟ 58ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ଖାତା ଦେଖା ପାଇଁ 481 ଜଣ ମୁଖ୍ୟ ପରୀକ୍ଷକଙ୍କ ସହ 900 ଜଣ ଡେପୁଟି ପରୀକ୍ଷକ , 8919 ଜଣ ସହକାରୀ ପରୀକ୍ଷକ, 930 ସ୍କୁଟିନାଇଜରଙ୍କୁ ନିୟୋଜିତ କରିଛି ବୋର୍ଡ଼ । କିପରି ତ୍ରୁଟି ଶୂନ୍ୟ ମୂଲ୍ୟାୟନ ହେବ ଏ ନେଇ କଣ କଣ ପଦକ୍ଷେପ ନିଆଯାଇଛି ସେ ନେଇ ବୋର୍ଡ ଉପ-ସଭାପତିଙ୍କୁ ଭେଟି ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.