JP Nadda In Odisha: ପୁରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା - ପୁରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
🎬 Watch Now: Feature Video

ପୁରୀ: ପୁରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡା । ଆସନ୍ତାକାଲି ସକାଳେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ନଡ୍ଡା । ଆଜି ପୁରୀ ଗସ୍ତ ବେଳେ ଦଳୀୟ କର୍ମୀ ନେତା ବିପୁଳ ସ୍ୱାଗତ କରିଛନ୍ତି । ଅଠରନଳାରେ ତାଙ୍କୁ ବିଜେପି ନେତା ଓ କର୍ମୀ ବିପୁଳ ସ୍ୱାଗତ କରିଛନ୍ତି।