ଭୋଟ ଦେଲେ ବିଜେପି ପ୍ରାର୍ଥୀ ସନତ ଗଡତିଆ

By

Published : Oct 21, 2019, 12:57 PM IST

Updated : Oct 21, 2019, 1:10 PM IST

thumbnail
ବରଗଡ: ବିଜେପୁର ଉପ-ନିର୍ବାଚନ ପାଇଁ ସକାଳ 7ଟାରୁ ଭୋଟ ଗ୍ରହଣ ଚାଲିଛି । ନିଜ ବିଧାୟକଙ୍କୁ ଭୋଟ ମାଧ୍ୟମରେ ଚୟନ କରୁଛନ୍ତି ବିଜେପୁର ଭୋଟର । ତେବେ ଗତ ନିର୍ବାଚନନ ପରି ଚଳିତ ନିର୍ବାଚନରେ ମତଦାନକୁ ନେଇ ସେତେଟା ଉତ୍ସାହ ନାହିଁ । ଏହାକୁ ନେଇ ବିଜେପି ପ୍ରାର୍ଥୀ ସନତ ଗଡତିଆ କହିଛନ୍ତି । ଭୋଟର ଆସିବେ ଭୋଟ ଦେବେ। ଯେହେତୁ ଏହା ସମୟ ପରିବର୍ତ୍ତନ ହୋଇଛି ଟିକିଏ ଭିଡ କମିଛି। ଅନ୍ତିମ ପର୍ଯ୍ୟାୟରେ ଭିଡ ବଢିବ ବୋଲି ସେ କହିଛନ୍ତି । ଏହାସହ ଆଉ କଣ କହିଛନ୍ତି ସେ ଦେଖନ୍ତୁ.....
Last Updated : Oct 21, 2019, 1:10 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.