ରାଜଧାନୀରେ ଜମୁଛି ଭସାଣି ଉତ୍ସବ, ଡିଜେର ଧୁନ୍ରେ ଦୁଲୁକୁଛି ସହର - ଡିଜେର ଧୁନ୍ରେ ଦୁଲୁକୁଛି ସହର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-16573106-thumbnail-3x2-sahidnagar.jpg)
ଭୁବନେଶ୍ବର: ରାଜଧାନୀରେ ଜମୁଛି ଭସାଣି ଉତ୍ସବ। ପାରମ୍ପରିକ ବାଦ୍ୟ ଗୀତ ନୃତ୍ୟ ଓ ଡିଜେର ଧୁନ୍ରେ ଦୁଲୁକୁଛି ସହର। ଆନନ୍ଦ ଓ ଉଲ୍ଲାସର ସହ ମା'ଙ୍କୁ ମେଲାଣି ଦେଉଛି ଭକ୍ତ। ପୁଣି ଅପେକ୍ଷା ଆରବରଷକୁ । ସହିଦନଗରଠାରେ ଭସାଣି ଉତ୍ସବରେ ଲୋକଙ୍କ ବିରାଟ ସମାଗମ ହୋଇଛି । ଭସାଣି ସ୍ଥଳରୁ ଅଧିକ ସୂଚନା ଦେଉଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ଦେବସ୍ମିତା ରାଉତ ।