ଭୁବନେଶ୍ବର ଲକଡାଉନ, ଚାଲିଛି କଡାକଡି ଚେକିଂ - ଭୁବନେଶ୍ବରରେ ଲକଡାଉନ
🎬 Watch Now: Feature Video

ଭୁବନେଶ୍ବର: ଭୁବନେଶ୍ବରରେ ଜାରି ରହିଛି ଲକଡାଉନ କଟକଣା । ରାଜଧାନୀର ବିଭିନ୍ନ ଛକରେ ପୋଲିସ ପକ୍ଷରୁ କଡାକଡି ଚେକିଂ କରାଯାଉଛି । ଅଯଥା କାମରେ ବାହାରେ ବୁଲାବୁଲି କରୁଥିବା ଅମାନିଆଙ୍କୁ ସାବାଡ କରୁଛି ପୋଲିସ । ଏହା ସହ ମୋଟାଅଙ୍କର ଫାଇନ ମଧ୍ୟ କାଟୁଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ