ଆଯୋଧ୍ୟାରେ ସାଂସଦ ସାଜିଲେ ଭରତ, ଦେଖନ୍ତୁ ଭିଡିଓ...

By

Published : Oct 21, 2020, 8:16 AM IST

thumbnail

ଲକ୍ଷ୍ମୌ : ଆସୁଛି ପାର୍ବଣ । ଏହି ଅବସରରେ ରାମ ଜନ୍ମଭୂମିରେ ଆରମ୍ଭ ହୋଇଛି ରାମ ଲୀଳା । ଆଉ ସାଂସଦ ରବି କିଶନ ସାଜିଲେ ଭରତ । ଅଯୋଧ୍ୟାର ଲକ୍ଷ୍ମଣ କିଲା ଗ୍ରାଉଣ୍ତରେ ଆୟୋଜିତ ହୋଇଥିବା ରାମଲୀଳାରେ ସାଂସଦଙ୍କ ଦମଦାର ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.