thumbnail

By

Published : Jun 13, 2022, 10:12 PM IST

ETV Bharat / Videos

Wedding Video: ଏ. ଆର ରେହମାନଙ୍କ ଝିଅ ବିବାହ, ଭିଡିଓ ଦେଖିଲେ ଲାଖିଯିବ ଆଖି

ଚେନ୍ନାଇ: ନିଜ ଚମତ୍କାର ସଂଗୀତ ସାଙ୍ଗକୁ ସୁମଧୁର କଣ୍ଠ ପାଇଁ ଭାରତର ଘରେ ଘରେ ପରିଚିତ ଓସ୍କାର ବିଜେତା କଣ୍ଠଶିଳ୍ପୀ ଏ. ଆର ରେହମାନ (AR Rahman) । ଗତ ଡିସେମ୍ବରରେ ବଲିଉଡ଼ର ଏହି ଲୋକପ୍ରିୟ ଗାୟକ ନିଜ ଝିଅର ଖଦିଜାର ବିବାହ କରିଥିଲେ । ସଫଳ ବ୍ୟବସାୟୀ ତଥା ସାଉଣ୍ଡ ଇଞ୍ଜିନିୟର ରିୟାସଦିନଙ୍କ ସହ ଖଦିଜାଙ୍କ ବିବାହ ହୋଇଥିଲା । ଏହି ବ୍ୟୟବହୁଳ ବିବାହ ଗତ ମେ ୬ ତାରିଖରେ ହୋଇଥିଲା । ଆଜି ରେହମାନ ଏହି ବିବାହ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ (Rahman released his daughter wedding Video) ସେୟାର କରିଛନ୍ତି । ଗତ ଜୁନ ୧୦ ତାରିଖରେ ଚେନ୍ନାଇର ARR ଫିଲ୍ମସିଟିରେ ରିସେପସନ୍‌ ହୋଇଥିଲା । ଏଥିରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ନିଜ ପତ୍ନୀ ଦୁର୍ଗା ଷ୍ଟାଲିନଙ୍କ ସହିତ ବିବାହ ଉତ୍ସବରେ ଯୋଗ ଦେଇଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.