thumbnail

ବେଳାଭୂମିରେ କୁନି କୁନି କଇଁଛ; ମନମୋହୁଛି ଦୃଶ୍ୟ

By

Published : Mar 25, 2021, 2:30 PM IST

ବିଶାଖାପଟନମ: ଆନ୍ଧ୍ରପ୍ରଦେଶର ଜଙ୍ଗଲ ଓ ପରିବେଶ ବିଭାଗ ବୁଧବାର ବିଶାଖାପଟନମରେ 350ରୁ ଅଧିକ କଇଁଛ ଛୁଆଙ୍କୁ ସମୁଦ୍ରକୁ ଛାଡିଛି । ଏହି କଇଁଛ ଛୁଆମାନେ ସମୁଦ୍ରକୁ ପ୍ରବେଶ କରିବାର ଦୃଶ୍ୟ ଅତ୍ୟନ୍ତ ମନୋରମ । ବିଶାଖାପାଟନମରେ 50,000 ରୁ ଅଧିକ ଅଣ୍ଡା ସଂଗ୍ରହ କରାଯାଇଥିଲା ଯେଉଁଥିରୁ ଏପର୍ଯ୍ୟନ୍ତ 5000ଟି ଛୁଆ ମୁକ୍ତ କରାଯାଇଛି ବୋଲି ଡେକାନ ହେରାଲ୍ଡରେ ପ୍ରକାଶ ପାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.