ତୁଷାରପାତ ସହ ହିମାଚଳପ୍ରଦେଶରେ ପ୍ରବଳ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ - ବରଫର ଆସ୍ତରଣ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5753226-thumbnail-3x2-kkjpg.jpg)
ହିମାଚଳପ୍ରଦେଶ: ବରଫ ଚାଦରରେ ଘୋଡେଇ ହୋଇ ରହିଛି ହିମାଚଳପ୍ରଦେଶର ବିଭିନ୍ନ ଜିଲ୍ଲା। ବରଫର ଆସ୍ତରଣ ଯାତାୟତ ସହ ସାଧାରଣ ଜନଜୀବନରେ ବାଧା ସୃଷ୍ଟି କରୁଛି। ତେବେ ତୁଷାରପାତ ସହ ବର୍ଷା ହେବା ପରେ ଅସହ୍ୟ ଥଣ୍ଡାରେ ଥରୁଥିଲେ ସ୍ଥାନୀୟ ବାସିନ୍ଦା। ହେଲେ ଆଜି ବର୍ଷା କମିବା ସହ ଆକାଶ ମେଘ ମୁକ୍ତ ହୋଇଯାଇଛି। ଯାହାପରେ ସାଧାରଣ ଲୋକେ ଯାତାୟତ କରିବା ସହ ଦୈନନ୍ଦିନ କାର୍ଯ୍ୟର ମଜ୍ଜା ନେଇଛନ୍ତି ।