ଗଣେଷ ଚତୁର୍ଥୀ; ଦେଖନ୍ତୁ ମହାରାଷ୍ଟ୍ର ସିଦ୍ଧିବିନାୟକ ମନ୍ଦିରରୁ ଆଳତୀର ଦୃଶ୍ୟ... - ମହାରାଷ୍ଟ୍ର ସିଦ୍ଧିବିନାୟକ ମନ୍ଦିର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8511752-1100-8511752-1598058515956.jpg)
ମୁମ୍ବାଇ: ଆଜି ପବିତ୍ର ଗଣେଷ ଚତୁର୍ଥୀ। ବିଘ୍ନହର୍ତ୍ତା, ଗଜାନନ ଓ ବିଘ୍ନବିନାଶନ ସବୁ ଡାକରେ ଭକ୍ତଙ୍କ ଡାକକୁ ଶୁଣିବେ ବାପ୍ପା। ତେବେ ଚଳିତ ବର୍ଷ କୋରୋନା କଟକଣା ଭିତରେ ପୂଜା ସାମାନ୍ୟ ଫିକା ପଡିଯାଇଛି। ତେବେ କୋଟି କୋଟି ଲୋକଙ୍କ ଆସ୍ଥା ସହ ଜଡିତ ମୁମ୍ବାଇର ଶ୍ରୀ ସିଦ୍ଧିବିନାୟକ ମନ୍ଦିରରେ ପ୍ରଭାତରୁ ବାପ୍ପାଙ୍କ ପୂଜା ଅର୍ଚ୍ଚନା ଆରମ୍ଭ ହୋଇଯାଇଛି। ଦର୍ଶନ କରନ୍ତୁ ପବିତ୍ର ଦିନରେ ବାପ୍ପାଙ୍କ ପ୍ରଥମ ଆରତୀକୁ...
Last Updated : Aug 22, 2020, 7:30 AM IST