BJD କାର୍ଯ୍ୟାଳୟରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

By

Published : Aug 15, 2022, 12:41 PM IST

thumbnail
ଭୁବନେଶ୍ବର: ବିଜେଡି ପାର୍ଟି ଅଫିସରେ ୭୬ତମ ସ୍ୱାଧୀନତା ଦିବସ ପାଳିତ । ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ସଞ୍ଜୟ ଦାସବର୍ମା ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମଧ୍ୟ ଏବଂ ଉତ୍ତର ବିଧାୟକ ଭୁବନେଶ୍ୱର ମେୟର ସୁଲଚନା ଦାସ ପ୍ରମୁଖ ଉପସ୍ଥିତ ରହି ଦେଶ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଶହୀଦଙ୍କ ସ୍ମୃତିଚାରଣ କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.