thumbnail

By

Published : Dec 27, 2019, 9:49 PM IST

ETV Bharat / Videos

ରଖେ ହରି ତ ମାରେ କିଏ..

ବାରିପଦା: କଥାରେ ଅଛି ନା ରଖେ ହରି ତ ମାରେ କିଏ, ଠିକ୍ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଭିଡିଓରେ । ଗୋଡାଉଥିଲେ ଗଜରାଜ । ପ୍ରାଣ ବିକଳରେ ଦୌଡୁଥିଲେ ଯୁବକ । ଦୌଡିବା ବେଳେ ହଠାତ୍ ତଳେ ପଡି ଗଲେ । ତେବେ  ହାତୀଟି ଯୁବକକୁ ଆକ୍ରମଣ କରିବା ବଦଳରେ ଛାଡି ଦେଇଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ମୟୂରଭଞ୍ଜର ଉଦଳା ରେଞ୍ଜ କୁଆମରା ଗାଁରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.