ଭୁଲ ଇଞ୍ଜେକ୍ସନ ନେଲା 10 ବର୍ଷ ଶିଶୁପୁତ୍ରର ଜୀବନ! - wrong injection killed a boy

🎬 Watch Now: Feature Video

thumbnail

By

Published : Nov 18, 2020, 4:16 PM IST

ନୟାଗଡ: ଭୁଲ ଇଞ୍ଜେକ୍ସନ ନେଲା ଶିଶୁର ଜୀବନ । 10 ପିଲାର ମୃତ୍ୟୁ ହୋଇଥିବା ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଅଭିଯୋଗ ଅନୁସାରେ, ଗତ ମଙ୍ଗଳବାର ନୂଆଁଗା ଥାନା ମାଳିସର ଗାଁର ବିଶ୍ବନାଥ ପରିଡାଙ୍କ ପୁଅ ରାଜେଶ ପରିଡାକୁ ଥଣ୍ଡା ହେବା ସହ କାଶ ହେଉଥିଲେ । ପରିବାର ଲୋକେ ପୁଅକୁ ଧରି ଦୂରୁଦୁରାରେ ପ୍ରାଇଭେଟ କ୍ଲିନିକ କରିଥିବା ପ୍ରମୋଦ ରଥଙ୍କ କ୍ଲିନିକକୁ ଆଣିଥିଲେ । ଏଠାରେ ସାମାନ୍ୟ ଥଣ୍ଡା କାଶ ପାଇଁ ଏକ ଭୁଲ ଇଞ୍ଜେକ୍ସନ ଦିଆଯାଇଥିଲା । ଫଳରେ ସଙ୍ଗେ ସଙ୍ଗେ ପିଲାଟାର ପାଟି ବନ୍ଦ ହୋଇଯିବା ସହ କଥା କହିପାରିନଥିଲେ ଏପରିକି ନିଶ୍ବାସ ପ୍ରଶ୍ବାସରେ ମଧ୍ୟ ବାଧା ଉପୁଜିଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.