ବଜେଟ 2021: ଅଧିକ ଆବଣ୍ଟନ ଚାହାନ୍ତି ସାଧାରଣ ଜନତା - ବଜେଟ ଆଶା
🎬 Watch Now: Feature Video

ଭୁବନେଶ୍ବର: କୋଟିପତି ଠାରୁ ସାଧାରଣ ଜନତା, କାଶ୍ମୀର ଠାରୁ କନ୍ୟାକୁମାରୀ ସମସ୍ତଙ୍କ ଫୋକସରେ ଆଗାମୀ ବଜେଟ । ଫେବୃଆରୀ ପହିଲାରେ ଆଗତ ହେବାକୁ ଥିବା ବଜେଟରୁ କଣ ଆଶା ରଖିଛନ୍ତି ସାଧାରଣ ଲୋକ । ସେ ନେଇ ଆମ ସମ୍ବାଦଦାତା ଲୋକଙ୍କ ପାଖରେ ପହଞ୍ଚି , ବୁଝିଛନ୍ତି ସୋମନଙ୍କ ମତାମତ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ