୧୩ ଜିଲ୍ଲାରେ ଆସନ୍ତା 24 ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା - ରାଜ୍ୟ ପାଣିପାଗ ଖବର
🎬 Watch Now: Feature Video
ଭୁବନେଶ୍ବର: ଲଘୁଚାପ ସହ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୩ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।