ଅଭିଜିତ ମଜୁମଦାରଙ୍କ ସହ ଗୀତ ଗାଇଲେ ଭାଇରଲ ବଏ ତ୍ରୈଲୋକ୍ୟ ରାୟ - ଭାଇରଲ ବୟ ତ୍ରୈଲକ୍ୟ ରାୟ
🎬 Watch Now: Feature Video
ଭୁବନେଶ୍ବର: ଗୀତ ଗାଇଲେ ଭାଇରଲ ବଏ ତ୍ରୈଲୋକ୍ୟ ରାୟ। ମୁଁ ପ୍ରଥମ ଶ୍ରେଣୀର ପଢୁଛି... ମୁଁ ସରକାରୀ ସ୍କୁଲରେ ପଢୁଛି... ମୁଁ ଶୁଣିଲି କଣ ଆମ ସ୍କୁଲ ଉଠିଯାଉଛି । କୁନି ଛୁଆଙ୍କ ଏହି ଦୁଇ ପଦ କଥା ସାରା ରାଜ୍ୟର ଚହଳ ସୃଷ୍ଟି କରିଛି । ଆଜି ଓଡିଆର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସହ ମିଶି ଗାଇଲେ ଗୀତ ଗାଇଛନ୍ତି । ସୂଚନାଥାଉକି ନିକଟରେ ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକ ମିଶ୍ରଣ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହାକୁ ନେଇ ସେ ଗଣମାଧ୍ୟମ ଆଗରେ ନିଜ ସ୍କୁଲ ଉଠିବା ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ତାଙ୍କର ଏହି ଦୁଇପଦ କଅଁଳ କଥା ସାରା ଓଡିଶାରେ ଚହଳ ସୃଷ୍ଟି କରିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ