ଗାଁକୁ ଗ୍ରାସିଛି କିଡନୀ ରୋଗ, ନିରବଦ୍ରଷ୍ଟା ପ୍ରଶାସନ - ନିରବଦ୍ରଷ୍ଟା ପ୍ରଶାସନ
🎬 Watch Now: Feature Video

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ଗୋହିରା ଗାଁର ପ୍ରାୟ 50ରୁ ଅଧିକ ପରିବାର ଆକ୍ରାନ୍ତ ହୋଇଛନ୍ତି କିଡନି ରୋଗରେ । ଅଧିକାଂଶ ଗ୍ରାମବାସୀ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ଦେଖନ୍ତୁ ସମ୍ପୂର୍ଣ୍ଣ ଖବର...