ବିଜୟ ମହାନ୍ତିଙ୍କୁ ସଙ୍ଗୀତ ମହାବିଦ୍ୟାଳୟରେ ଦିଆଯିବ ଶେଷ ସମ୍ମାନ - Sangeet Mahavidyalaya
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8108599-thumbnail-3x2-d.jpg)
ଭୁବନେଶ୍ବର: ପରକରି ଚାଲିଗଲେ ଓଲିଉଡର ମହାନ କଳାକାର ବିଜୟ ମହାନ୍ତି । ସେ ସ୍ଥାନୀୟ କେୟାର ହସ୍ପିଟାଲରେ ସୋମବାର ରାତି9ଟାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ଆଜି ପ୍ରାୟ ଦିନ 10ଟାରେ ହସ୍ପିଟାଲରୁ ବାହାରି ରସୁଲଗଡସ୍ଥିତ ଘରକୁ ଯିବେ ବୋଲି ଅଭିନେତା ଅଖିଳ ପଟ୍ଟନାୟକ କହିଛନ୍ତି । ଏହାପରେ ସଙ୍ଗୀତ ମହାବିଦ୍ୟାଳୟରେ ଦିଆଯିବ ଶେଷ ସମ୍ମାନ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ