ହାଇକୋର୍ଟଙ୍କ ଅଭିନବ ରାୟ, ଅଭିଯୁକ୍ତକୁ ଶହେ ବୃକ୍ଷ ରୋପଣ ପାଇଁ ନିର୍ଦ୍ଦେଶ

By

Published : Jun 18, 2020, 3:24 PM IST

thumbnail
ବୌଦ୍ଧ: ମାନ୍ୟବର ହାଇକୋର୍ଟ ବିଚାରପତିଙ୍କ ଅଭିନବ ରାୟ । ଏକ ମାମଲାର ଶୁଣାଣୀ କରି ଅଭିଯୁକ୍ତକୁ ଶହେ ଗଛ ଲଗାଇବା ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ମୁଣ୍ଡିପଦର ଗାଁର ଜନୈକ ଯୁବକଙ୍କୁ ଏଭଳି ସର୍ତ୍ତ ରଖିଛନ୍ତି ମାନ୍ୟବର ହାଇକୋର୍ଟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.