ଯନ୍ତ୍ରୀଙ୍କୁ ମାଡ଼ ମାରିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା - ବିଶେଶ୍ବର ଟୁଡୁଙ୍କ ପ୍ରତିକ୍ରିୟା

🎬 Watch Now: Feature Video

thumbnail

By

Published : Oct 11, 2021, 10:26 PM IST

"ଆଦିବାସୀମାନେ ଯେଉଁ ଅବସ୍ଥାରେ ଅଛନ୍ତି, ସ୍ବାଧୀନତାର ୭୫ ବର୍ଷ ପରେ ସେ ଅବସ୍ଥା ଦେଖିବାକୁ ଲାଜ ଲାଗୁଛି । ପିନ୍ଧିବାକୁ ପୋଷାକ ପାଉନାହାନ୍ତି, ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଖଟିଆରେ ବୁହା ହେଉଛନ୍ତି ।" ଭୁବନେଶ୍ବର ଗସ୍ତ ବେଳେ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ସରକାରୀ କର୍ମଚାରୀମାନେ କଲମ ମୁନରେ ସନ୍ତ୍ରାସବାଦ ଚଳାଇଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ବିଜୁବାବୁ ମଧ୍ୟ ପୂର୍ବରୁ ମାଡ଼ ତତ୍ତ୍ୱ ଆପଣାଇଥିଲେ । ସେମାନଙ୍କୁ ଆମେ ନିଲମ୍ବିତ କିମ୍ବା ବହିଷ୍କାର କରିପାରିବୁନି । ଏଥିପାଇଁ ମାନସିକ ଭାବେ ତାଙ୍କ ଉପରେ ଚାପ ପକାଉଛୁ । ସେମାନଙ୍କୁ ମାଡ଼ ମାରିବାକୁ କହିଛି କିନ୍ତୁ ଆଗାମୀ ଦିନରେ ସେମାନଙ୍କୁ ମାଡ଼ ହେବ । ସେମାନେ ମାଡ଼ ଖାଇବାକୁ ଯୋଗ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.