ଦେଖନ୍ତୁ ରାସ୍ତା ଉପରେ କେମିତି ଜଳୁଛି ଟ୍ରକ - ଘାଟି ଅତିକ୍ରମ କଲାବେଳେ ଟ୍ରକରେ ନିଆଁ
🎬 Watch Now: Feature Video

ଅନୁଗୋଳ ଜିଲ୍ଲାରେ ଘାଟି ଅତିକ୍ରମ କଲାବେଳେ ଟ୍ରକରେ ହଠାତ ନିଆଁ ଲାଗିଯାଇ ଟ୍ରକଟି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦେଖନ୍ତୁ କେମିତି ଥିଲା ସେତେବେଳର ଦୃଶ୍ୟ...