thumbnail

By

Published : Feb 5, 2021, 8:34 PM IST

ETV Bharat / Videos

ପଶ୍ଚିମ ଓଡିଶାର ପ୍ରବେଶ ଦ୍ବାର ଝାରସୁଗୁଡା ଏୟାରପୋର୍ଟ: ବାଗ୍‌ଚୀ

ଝାଡସୁଗୁଡା: ଏୟାରପୋର୍ଟରୁ ଦ୍ବିତୀୟ ଥର ପାଇଁ ଯାତ୍ରା କରି ବିମାନବନ୍ଦରର ଆଧୁନିକତା ଏବଂ ଦକ୍ଷତା ଦେଖି ଅଭିଭୂତ ନଜର ଆସିଛନ୍ତି ଓଡିଶା ଦକ୍ଷତା ବିକାଶ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ । ଏହି ବିମାନବନ୍ଦର ଉଭୟ ଝାରସୁଗୁଡା ଓ ପଶ୍ଚିମ ଓଡିଶାର ପ୍ରବେଶ ଦ୍ବାର ହୋଇଥିବା ବେଳେ ବିଶ୍ବ ଏଠାରେ ପାଦ ଦେବ ବୋଲି କହିଛନ୍ତି ସୁବ୍ରତ । ବାଗଚୀଙ୍କ ଭିଡିଓ ବାର୍ତ୍ତାକୁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଛି ଏୟାରପୋର୍ଟ ଅଥରିଟୀ ଅଫ ଇଣ୍ଡିଆ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.