ହୀରାକୁଦ ଡ୍ୟାମରୁ ଛଡାଗଲା ଚଳିତବର୍ଷର ପ୍ରଥମ ବନ୍ୟା ଜଳ - ସମ୍ବଲପୁର

🎬 Watch Now: Feature Video

thumbnail

By

Published : Jun 25, 2020, 1:21 PM IST

ସମ୍ବଲପୁର: ହୀରାକୁଦ ଡ୍ୟାମରୁ ଛଡାଗଲା ଚଳିତବର୍ଷର ପ୍ରଥମ ବନ୍ୟା ଜଳ । ପ୍ରଥମେ ଡ୍ୟାମର 7ନଂ ସୁଇସ ଗେଟ ଖୋଲାଯାଇଥିଲା ଏହାପରେ ଆଉ 4ଟି ଗେଟ୍‌ ଖୋଲାଯାଇଥିଲା । ଗେଟ୍‌ ଖୋଲାଯିବା ପୂର୍ବରୁ ଡାକବାଜି ଯନ୍ତ୍ର ଦ୍ବାରା ଜନସାଧାରଣଙ୍କୁ ସଚେତନ କରାଯାଇଛି । ହୀରାକୁଦ ଭଣ୍ଡାରର ଜଳସ୍ତର 618ଫୁଟ ଅତିକ୍ରମ କରିଛି । ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.