କୋରୋନା ପାଇଁ ନବୀନଙ୍କ ବଡ ନିଷ୍ପତ୍ତି: 5 ଜିଲ୍ଲା, 8 ସହର ଲକ୍ଡାଉନ୍ - Lock down 8 cities
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6494295-thumbnail-3x2-naveen.jpg)
ଭୁବନେଶ୍ବର: କୋରୋନା ପାଇଁ ରାଜ୍ୟ ସରାକରଙ୍କ ବଡ ନିଷ୍ପତ୍ତି । କୋରୋନା ପାଇଁ କେତେକ ସହରକୁ ଲକଡାଉନ ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର 8 ସହରକୁ ଲକ୍ ଡାଉନ୍ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହି ପାଞ୍ଚଟି ଜିଲ୍ଲା ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ।