ସୋମବାର ଠାରୁ ସ୍ୱାଭାବିକ ହେବ ହାଇକୋର୍ଟ - ସଟଡାଉନ
🎬 Watch Now: Feature Video

କଟକ: ସଟଡାଉନ ପାଇଁ ହାଇକୋର୍ଟ କାର୍ଯ୍ୟ ମଧ୍ୟ ବନ୍ଦ ରହିଛି । ଆସନ୍ତା ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସଟଡାଉନ ବଳବତ୍ତର ରହିବ। ତେବେ ଶନିବାର ଓ ରବିବାର ସଟଡାଉନ କଟକଣା ପୂର୍ବ ଭଳି ରହିବ। ତେବେ ସୋମବାର ଠାରୁ କୋର୍ଟ କାର୍ଯ୍ୟ ସ୍ୱାଭାବିକ ହେବ ବୋଲି ହାଇକୋର୍ଟର ରେଜିଷ୍ଟ୍ରାର ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ..