କଟକରେ କୋଭିଡ ଚେକିଂ କଡାକଡି - କଟକ କୋଭିଡ ଚେକିଂ
🎬 Watch Now: Feature Video
ସଟଡାଉନରେ କଟକ ରହିଛି ଜନଶୂନ୍ୟ । କେବଳ ଜରୁରୀକାଳୀନ ସେବା ବ୍ୟତିତ ଆଉ ସମସ୍ତ କାର୍ଯ୍ୟ ଯେପରି ଠପ ହୋଇଯାଇଛି । ଅନ୍ୟଥା ଯେଉଁ ଅମାନିଆ ମନେ ରାସ୍ତାକୁ ଆସୁଛନ୍ତି ସେମାନଙ୍କୁ ପୋଲିସ କରୁଛି ଟାର୍ଗେଟ । ଦେଖନ୍ତୁ ଭିଡିଓ...