ସ୍ବାଧୀନତା ଦିବସ: ଭଦ୍ରକ SDPOଙ୍କ ଦେଶାତ୍ମବୋଧକ ଗୀତ ଭାଇରାଲ - ସାର୍ଥକ ରାୟ

🎬 Watch Now: Feature Video

thumbnail

By

Published : Aug 15, 2021, 1:02 PM IST

ଭଦ୍ରକ: ଆଜି ହେଉଛି ପବିତ୍ର ସ୍ବାଧୀନତା ଦିବସ । ସାରା ଦେଶ ଚାଖୁଛି ସ୍ବାଧୀନତାର ସ୍ବାଦ । ସ୍ଥାନ ସ୍ଥାନରେ ଗୁଞ୍ଜରିତ ହେଉଛି ଭାରତ ମାତାର ଜୟଗାନ । ତେବେ ଭଦ୍ରକ ଜିଲ୍ଲାରେ ମଧ୍ୟ ପାଳିତ ହୋଇଛି ସ୍ବାଧୀନତାର 75 ତମ ଦିବସ । ଏହି ଅବସରରେ SDPO ସାର୍ଥକ ରାୟ ଭାରତୀୟ ସେନା ବାହିନୀଙ୍କ ପାଇଁ ଦେଶାତ୍ମବୋଧକ ଗୀତ ଗାଇଛନ୍ତି । ଏହି କାର୍ଯ୍ୟରତ ଯବାନଙ୍କ ଉଦ୍ଦେଶ୍ୟରେ ଗାଇଥିବା ଦେଶାତ୍ମକ ସଂଗୀତ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ସେ ଗୀତ ଗାଉଥିବାର ଭିଡ଼ିଓକୁ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.