କୋରୋନା ଭୟ: ଓଡିଶା ମାର୍କେଟକୁ ମାକ୍ସ ଯୋଗାଉଛି କଟକର ମହିଳା ଗୃପ - coronavirus safety
🎬 Watch Now: Feature Video

କଟକ: କାୟା ବିସ୍ତାର କରୁଛି କୋରୋନା । ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା 1,86,966 ହଜାର ରହିଥିବା ବେଳେ ଭାରତରେ 137 ଛୁଇଁଲାଣି । ସେପଟେ ଓଡିଶାରେ ମଧ୍ୟ ଜଣଙ୍କୁ ପଜେଟିଭ୍ ଚିହ୍ନଟ କରାଯାଇଛି । ଏହି ମାରାତ୍ମକ ଭୁତାଣୁକୁ ଅଟକାଇବା ପାଇଁ ବେଶ ତତ୍ପର ରାଜ୍ୟ ସରକାର । କିନ୍ତୁ ବିପତ୍ତି ସମୟରେ ଓଡିଶା ମାର୍କେଟରୁ ଗାୟବ ଅତି ଆବଶ୍ୟକୀୟ ମାସ୍କ ଓ ସାନିଟାଇଜର ।