thumbnail

By

Published : Jul 4, 2020, 4:07 PM IST

ETV Bharat / Videos

ଦେଖନ୍ତୁ, ମାଳିସାହି କଣ୍ଟେନମେଣ୍ଟ ଜୋନରେ କ'ଣ ରହିଛି ସ୍ଥିତି

କଟକ: ରାଣୀହାଟ ମାଳିସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା । ଶୁକ୍ରବାର 10ରୁ ଊର୍ଦ୍ଧ୍ବ ପିଜିଟିଭ ଆସିବା ପରେ ଏପରି ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ । ଦେଖନ୍ତୁ କିପରି ରହିଛି ସ୍ଥିତି... କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.