Tapaswini-Sumit Marital Discord: ବ୍ରହ୍ମାନଗରରେ ୧୪୪ ଧାରା ଜାରି

By

Published : Dec 21, 2021, 12:01 PM IST

thumbnail
ବ୍ରହ୍ମପୁର: ତପସ୍ବିନୀ ଓ ସୁମିତ ବିବାଦ । ବ୍ରହ୍ମପୁର ବ୍ରହ୍ମାନଗରରେ ୧୪୪ ଧାରା ଜାରି (Section 144 continues in Brahmanagar )କଲା ପୋଲିସ । ବ୍ରହ୍ମପୁରରେ ଚାଲିଥିବା ତପସ୍ବିନୀ ଓ ଡାକ୍ତର ସୁମିତଙ୍କ ବିବାଦ ନେଇ ସ୍ଥାନୀୟ ମହିଳାମାନେ ତପସ୍ବିନୀଙ୍କ ଶ୍ବଶୂର ଘର ମୁଖ୍ୟ ଫାଟକକୁ ଭାଙ୍ଗି ଭିତରେ ତପସ୍ବିନୀଙ୍କୁ ପ୍ରବେଶ କରାଇଥିବାରୁ ଆଜି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇ ୧୪୪ ଧାରା ଜାରି କରାଯାଇଛି । ଏନେଇ କିଭଳି ରହିଛି ବ୍ରହ୍ମାନଗର ସ୍ଥିତି ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.