ମିଳୁନି ସହାୟତା, ମୁଲ ଲାଗି ପେଟ ପୋଷୁଛି ମେଧାବୀ ଛାତ୍ରୀ ଫୁଲ - Kendrapara Scheduled Tribe girl

🎬 Watch Now: Feature Video

thumbnail

By

Published : Jan 2, 2021, 3:59 PM IST

କେନ୍ଦ୍ରାପଡା: ମହାକାଳପଡା ବ୍ଲକ ପେଟଛେଲା ପଞ୍ଚାୟତ ଲୁଣିମାଠିଆ ଗ୍ରାମର ଫୁଲ ହାଁସଦା । ବୟସ 23 ବର୍ଷ। ସେ ଭୁବନେଶ୍ବରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ MBAର ଦ୍ବିତୀୟ ବର୍ଷର ଛାତ୍ରୀ । ହେଲେ ପରିବାର ପ୍ରତିପୋଷଣ ପାଇଁ ତଥା ନିଜ ପଢା ଖର୍ଚ୍ଚ ଉଠାଇବା ପାଇଁ ସେ ପାଲଟିଛନ୍ତି ମଜୁରିଆ । ବିଲରେ ଧାନ କାଟିବା ସହ ଧାନ ସୁଖାଇବା କାମ କରି ଦୁଇ ପଇସା ରୋଜଗାର କରୁଛନ୍ତି । ଫୁଲ ହାଁସଦାଙ୍କୁ 6ବର୍ଷ ହୋଇଥିବା ବେଳେ ବାପା ଦୁଆରୀ ହାଁସଦା ପରିବାରର ଦାରିଦ୍ର୍ୟତା ଯୋଗୁଁ ଘର ଛାଡି କେଉଁଆଡେ ରୋଜଗାର ପାଇଁ ଯାଇଛନ୍ତି । ହେଲେ 17 ବର୍ଷ ହେଲାଣି ଫେରିନାହାନ୍ତି। ବାପା ଯିବା ଦିନ ଠାରୁ ମା’ ସମ୍ବାରି ହାଁସଦା ତାଙ୍କର 5ଜଣ ପିଲାଙ୍କ ମୁହଁରେ ମୁଠାଏ ଆହାର ଦେବା ପାଇଁ ବାରଦ୍ବାର ହେବା ସହିତ ବହୁ ଅସୁବିଧାରେ ଚଳୁଥିଲେ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.