କରୋନା ଭାଇରସ ନେଇ କ'ଣ କୁହନ୍ତି ଡାକ୍ତର... - SCB doctor
🎬 Watch Now: Feature Video
କଟକ: ଚୀନରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସ ଏବେ ଭାରତର ନିଦ ହଜାଇଛି । ଚୀନରୁ ବ୍ୟାପୁଥିବା ଏହି ଭୂତାଣୁ ଜନିତ ରୋଗକୁ ନେଇ ଏବେ ଦେଶବାସୀ ଆତଙ୍କିତ । ଆସନ୍ତୁ ଶୁଣିବା ଏନେଇ କ'ଣ କହୁଛନ୍ତି ଏସସିବି ଡାକ୍ତର ଶ୍ରୀପ୍ରସାଦ ମହାନ୍ତି...
କଟକରୁ ନାରାୟଣ ସାହୁ, ଇଟିଭି ଭାରତ