ପବିତ୍ର ବାହୁଡା ଯାତ୍ରାର ତାତ୍ପର୍ଯ୍ୟ

By

Published : Jul 1, 2020, 8:05 AM IST

thumbnail
ପୁରୀ: ଆଜି ଆଷାଢ ଶୁକ୍ଲ ଦଶମୀ ମହାପ୍ରଭୁଙ୍କର ବାହୁଡା ଯାତ୍ରା । ଭାଇଭଉଣୀଙ୍କ ସହ ଜନ୍ମବେଦୀ ଛାଡି ରଥରେ ଚଢି ବଡ ଦେଉଳକୁ ଫେରିବେ ବଡଠାକୁର । ରଥ ପ୍ରସ୍ତୁତ ଓ ପଥ ପ୍ରସ୍ତୁତ । କେବଳ ମହାପ୍ରଭୁଙ୍କ ବାହୁଡା ଯାତ୍ରାକୁ ଅପେକ୍ଷା। ତେବେ ବାହୁଡା ଯାତ୍ରା ଓ ଏହାର କଥା, ମହତ୍ତ୍ବ ତାତ୍ପର୍ଯ୍ୟକୁ ନେଇ ସବିଶେଷ ତଥ୍ୟ ପ୍ରଦାନ କରୁଛନ୍ତି ଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ରଞ୍ଜନ ପଣ୍ଡା... ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.