ମିଠା ବ୍ୟବସାୟୀ ମର୍ଡର ଘଟଣା: ସୁପାରି କିଲର ଖୁଲାସା କଲେ କମିଶନରେଟ ପୋଲିସ

By

Published : Oct 12, 2020, 2:07 PM IST

thumbnail
ଭୁବନେଶ୍ବର: ଅକ୍ଟୋବର ୪ ସାମନ୍ତରାପୁର ଛକରେ ମିଠା ଦୋକାନି ସମ୍ଭୁ ସାହୁଙ୍କ ହତ୍ୟା ମାମଲାର ସୁପାରି କିଲର ଗିରଫ। ଶ୍ରିତିକ ବିଶ୍ବାଳ ଓ ଆଶୁତୋଷ ମହାନ୍ତିକୁ ଗିରଫ ପରେ ହତ୍ୟାକାଣ୍ଡ ପାଇଁ ନିଆ ଯାଇଥିବା ସୁପାରି କିଲିଂର ଖୁଲାସା କରିଛନ୍ତି କମିଶନରେଟ ପୋଲିସ । ଭୁବନେଶ୍ବରରୁ ତାପସ ପରିଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.