'ବନ୍ଦେ ଉତ୍କଳ ଜନନୀ'ରେ ପ୍ରକମ୍ପିତ ହେଲା ଇସ୍ପାତ ସହର - ରାଉରକେଲା

🎬 Watch Now: Feature Video

thumbnail

By

Published : May 30, 2020, 7:15 PM IST

ରାଉରକେଲା: କୋଭିଡ ଯୋଦ୍ଧଙ୍କୁ ସମ୍ମାନ ଦେବାକୁ ଏବଂ ସେମାନଙ୍କୁ ଉତ୍ସାହିତ କରିବାକୁ ଶନିବାର ଦିନ ସନ୍ଧ୍ୟା 5ଟା 30 ମିନିଟ ସମୟରେ ବନ୍ଦେ ଉତ୍କଳ ଜନନୀ ଗୀତରେ ପ୍ରତିଧ୍ବନିତ ହୋଇ ଉଠିଥିଲା ରାଉରକେଲା ସହର । ସହରର ମୁଖ୍ୟମାର୍ଗରେ ଜନସଧାରଣ ଧାଡିରେ ଛିଡା ହୋଇ ଏହି ଗୀତ ଗାନ କରିବା ସହ କୋଭିଡ ଯୋଦ୍ଧାଙ୍କୁ ସମ୍ନାନ ଜଣାଇଥିଲେ । ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ କାର୍ଯ୍ୟକ୍ରମରେ ସାମିଲ ହୋଇ କୋଭିଡ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.