ରଥଯାତ୍ରା ସ୍ଥଗିତ ଘଟଣା: ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ
🎬 Watch Now: Feature Video
ଭୁବନେଶ୍ବର: ରଥଯାତ୍ରା ନେଇ ସୁପ୍ରିକୋର୍ଟଙ୍କ ସ୍ଥଗିତାଦେଶ ପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ତେବେ ବିଜେଡି ନେତା ଦେବୀପ୍ରସାଦ ଆଇନ ବିଭାଗ ସହ ପରାମର୍ଶ ପରେ ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି । ଦେଖନ୍ତୁ ଭିଡିଓ...
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ
TAGGED:
Rath Yatra suspension