ଗଜପତିରେ ‘ରାହାଗିରି’; ଝୁମିଲେ ଜିଲ୍ଲାପାଳ, ନାଚିଲେ ଏସପି - rahagiri in paralakhemundi
🎬 Watch Now: Feature Video

ଗଜପତି: ପ୍ରାକ ଗଜପତି ଉତ୍ସବ ‘ରାହାଗିରି’ରେ ନାଚିଲେ ଏସପି ଓ ଜିଲ୍ଲାପାଳ । ଏସପି ସାରା ଶର୍ମା ଆଦିବାସୀ ନୃତ୍ୟରେ ପାଦରେ ପାଦ ମିଶାଇ ନାଚିବା ସହ ଲୋକଙ୍କୁ ଉତ୍ସାହିତ କରିବା ଲାଗି ଗୀତ ଗାଇଛନ୍ତି । ସେହିପରି ଜିଲ୍ଲାପାଳ ଅନୁପମ ସାହା ମଧ୍ୟ ଆଦିବାସୀ ନୃତ୍ୟରେ ନାଚୁଥିବା ଦେଖିବାକୁ ମିଳିଛି ।