thumbnail

By

Published : May 20, 2020, 1:33 PM IST

ETV Bharat / Videos

ଅମ୍ଫାନ ପ୍ରଭାବରେ ବେହାଲ ରଘୁନାଥପୁର ରାଢଙ୍ଗ ପଞ୍ଚାୟତ

ଜଗତସିଂହପୁର: ଅମ୍ଫାନକୁ ନେଇ ବେଶ ଚିନ୍ତାରେ ଜଗତସିଂହପୁର ଜିଲ୍ଲା । ଏହା ଭିତରେ ଅନେକ ପ୍ରଭାବିତ ତଳିଆ ଅଞ୍ଚଳ ବାସିନ୍ଦାଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଛି । ହେଲେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ରାଢଙ୍ଗ ପଞ୍ଚାୟତରେ ସ୍ଥିତି ପୁରା ବେହାଲ । ସ୍ଥାନୀୟ ପ୍ରଶାସନ ଏଯାବତ ଲୋକ ମାନଙ୍କ ପାଖରେ ପହଁଚି ନଥିବା ଅଭିଯୋଗ କରିଛନ୍ତି ଲୋକେ । ତେବେ ଶୁଣନ୍ତୁ କଣ କହୁଛନ୍ତି ଗ୍ରାମବାସୀ । ଜଗତସିଂହପୁରରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.