ଶ୍ରୀମନ୍ଦିର ଦ୍ୱାର ଫିଟା ଓ ମହାବାହୁଙ୍କ ମଙ୍ଗଳଆଳତୀ - puri latest news
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9611139-thumbnail-3x2-cv.jpg)
ପୁରୀ: ପତିତପାବନଙ୍କ ମଙ୍ଗଳଆଳତୀ ନେଇ ବଡି ଭୋରୁ ପ୍ରଥମେ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାପରେ ପୂଜା ପଣ୍ଡା ସମସ୍ତ ବିଧି ମୁତାବକ ପୂଜା କରିଛନ୍ତି । ହାତରେ ଆଳତୀ ଦୀପ, ଘଣ୍ଟି ସହ ମନ୍ତ୍ରୋଚାରଣରେ ପ୍ରକମ୍ପିତ ହୋଇ ଉଠିଥିଲା ଶ୍ରୀମନ୍ଦିର । ପୂଜା ପଣ୍ଡା ଜଗତର ମଙ୍ଗଳ କାମନା କରି ଆଳତୀ ସମ୍ପନ୍ନ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ