ଫିଟିପାରେ ବାଟ, ସୁପ୍ରିମକୋର୍ଟରୁ ମିଳିପାରେ ରଥଯାତ୍ରା ପାଇଁ ଅନୁମତି ! - ସୁପ୍ରିମକୋର୍ଟରୁ ମିଳିପାରେ ରଥଯାତ୍ରା
🎬 Watch Now: Feature Video

କଟକ: ବଦଳି ଯାଇପାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି । ମିଳିପାରେ ରଥଯାତ୍ରା ପାଇଁ ଅନୁମତି । ହାତରେ ମାତ୍ର ୨ ଦିନ ଥିବାବେଳେ ରଥଯାତ୍ରା ପାଇଁ ଆଶା ଆଶଙ୍କା ଏବେ ବି ଲାଗିରହିଛି । ସବୁଠାରୁ ବଡ଼ କଥା ହେଉଛି ରଥଯାତ୍ରା ପାଇଁ ଅନୁମତି ଦେବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ପ୍ରାର୍ଥନା କରାଯାଇଛି ।