ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଡାକ୍ତରଖାନାରେ ନାହିଁ ପବ୍ଲିକ ଟଏଲେଟ୍ - people demand for public toilet
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5466375-967-5466375-1577091037220.jpg)
ଝାରସୁଗୁଡା: ହସ୍ପିଟାଲକୁ ଦୈନିକ ଆସୁଛନ୍ତି ହଜାରରୁ ଅଧିକ ରୋଗୀ। ହେଲେ ଏଠାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ ଓ ତାଙ୍କର ସମ୍ପର୍କୀୟ। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ରୋଗୀଙ୍କ ପାଇଁ ନାହିଁ ଶୌଚାଳୟ ସୁବିଧା। ଯାହାଫଳରେ ଅସନ୍ତୋଷ ଜାହିର କରିଛନ୍ତି ମେଡିକାଲକୁ ଆସୁଥିବା ଲୋକେ ।