ପ୍ରଭୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି - ପ୍ରଭୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି
🎬 Watch Now: Feature Video

ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ଜଗତର ନାଥ ଜଗନ୍ନାଥଙ୍କ ନୀତିକାନ୍ତି । ଶ୍ରୀମନ୍ଦିର ଦ୍ବାର ଫିଟା ପରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତି କରିଛନ୍ତି ସେବାୟତ ଓ ପଣ୍ଡା । ଘଣ୍ଟଘଣ୍ଟି, ହୁଳହୁଳି ସହ ମନ୍ଦିର ଦ୍ବାର ଫିଟା ଯିବା ପରେ ପ୍ରଭୁଙ୍କ ପୂଜା କରାଯାଇଛି । ଏହି ଆଳତି ଦର୍ଶନ ଅତିବ ମନମୁଗ୍ଧକର । ବିଶ୍ବାସ ରହିଛି ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ ।