thumbnail

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫସେଇ ଦିଆଯାଇଛି: ଗ୍ରାମବାସୀ

By

Published : Feb 9, 2019, 4:19 AM IST

ମୟୁରଭଞ୍ଜ: ଜଣେ ସଚ୍ଚୋଟ ଅଧିକାରୀଙ୍କୁ ଫସେଇ ଦିଆଯାଇଥିବା ଅଭିଯୋଗ କରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲାଇଛନ୍ତି ଆରପଟା ଗ୍ରାମବାସୀ । ଖବର ଅନୁଯାୟୀ ଗୁରୁବାର ଆରପଟା ଗ୍ରାମପଞ୍ଚାୟତର ୨ ଜଣ ହିତାଧିକାରୀ ସ୍ୱରୂପ ନାୟକ ଓ ଦେବାଶିଷ ପୃଷ୍ଟି ବିଜୁପକ୍କା ଘର ପାଇଁ ଆରପଟା ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଦାସମାତ ମୁର୍ମୁଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନସ ଦ୍ଵାରା ଗିରଫ ହୋଇଥିଲେ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.