Panchayat Election: ଦେବଗଡରେ ଚାଲିଛି ଜୋରସୋର ପ୍ରଚାର-ପ୍ରସାର - ଦେବଗଡରେ ପଞ୍ଚାୟତ ନିର୍ବାଚନୀ ଖବର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14408741-thumbnail-3x2-as.jpg)
ଦେବଗଡ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦେବଗଡ଼ ଜିଲ୍ଲାର ନବଗଠିତ କୂଳବସା ପଞ୍ଚାୟତରେ ରାଜନୀତି ସରଗରମ ହେବାକୁ ଲାଗିଛି । ଆଶାୟୀ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର ଅଭିଯାନ ଜୋରଦାର କରିଦେଇଛନ୍ତି । ସେପଟେ ଭୋଟର ପୂର୍ବବର୍ଷର ବିକାଶମୂଳକ କାର୍ଯ୍ୟକ୍ରମ ଓ ଆଗାମୀ ଦିନରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟକୁ ସମୀକ୍ଷା କରି ଦକ୍ଷତା ଭିତ୍ତିରେ ଉପଯୁକ୍ତ ପ୍ରାର୍ଥୀ ଚୟନ ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ