ଲୋକଗୀତରେ କୋଭିଡ ସଚେତନତା ବାର୍ତ୍ତା ଦେଇ ଚର୍ଚ୍ଚାରେ ପଦ୍ମଶ୍ରୀ ହଳଧର - କୋଭିଡ ସଚେତନତା କଲେ ହଳଧର
🎬 Watch Now: Feature Video
ଭୁବନେଶ୍ବର: ମହାମାରୀ କୋରୋନା ସମସ୍ତଙ୍କ ଜୀବନକୁ ପ୍ରଭାବିତ କରିଛି । କୋରୋନା ସହ ମୁକାବିଲା କରିବାକୁ ହେଲେ ସାମାଜିକ ଦୂରତା ସହ ମାସ୍କ ଏବଂ ସାନିଟାଇଜ ହିଁ ସବୁଠୁ ବଡ଼ ଔଷଧ । ଏହାକୁ ସରଳ ଭାବେ ଗୀତ ମାଧ୍ୟମରେ ବୁଝାଇଦେଇଛନ୍ତି ପଦ୍ମଶ୍ରୀ ତଥା ଲୋକଗୀତ ଗାୟକ ଶ୍ରୀ ହଳଧର ନାଗ । COVID ମହାମାରୀରେ ସଚେତନ ସହ ଏହାକୁ କିପରି ସାମ୍ନା କରିବେ ସେନେଇ କୋଶଳୀ ଭାଷାରେ ଗୀତ ଗାଇଛନ୍ତି ପଦ୍ମଶ୍ରୀ ।
ଭିଡିଓ ସୌଜନ୍ୟ: DD