ରାଜଧାନୀରେ ପ୍ରବାସୀ ମହାକୁମ୍ଭ, ଦେଖନ୍ତୁ ଝଲକ୍ - 18TH PRAVASI BHARATIYA DIVAS
![ରାଜଧାନୀରେ ପ୍ରବାସୀ ମହାକୁମ୍ଭ, ଦେଖନ୍ତୁ ଝଲକ୍ 18th Pravasi Bharatiya Divas](https://etvbharatimages.akamaized.net/etvbharat/prod-images/08-01-2025/1200-675-23285329-thumbnail-16x9-2.jpeg?imwidth=3840)
ଆଜିଠାରୁ ଆରମ୍ଭ ହୋଇଛି 18ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଏହି ସମ୍ମିଳନୀରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ ହେବିୱେଟ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସେପଟେ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷାବ୍ୟବସ୍ଥା କଡାକଡି କରାଯାଇଛି । (ETV Bharat Odisha)
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 8, 2025, 10:57 PM IST